Odisha Panchayat GRS Recruitment 2024: ଜିଲ୍ଲା ଅନୁଯାୟୀ ଖାଲି ପଦବୀ, ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା
Odisha Panchayat GRS Recruitment 2024 ଓଡିଶା ର ଏକାଧିକ ଜିଲ୍ଲାରେ କଲେକ୍ଟର ଏବଂ ଜିଲ୍ଲା ମ୍ୟାଜିସ୍ଟ୍ରେଟ୍ କାର୍ଯ୍ୟାଳୟ ଦ୍ୱାରା ଗ୍ରାମ ରୋଜଗାର ସେବକ (GRS) ପଦବୀ ପାଇଁ ନିଯୁକ୍ତି ଅଧିସୂଚନା ଜାରି ହୋଇଛି। ଏହି ନିଯୁକ୍ତି ଗ୍ରାମିଣ ବିକାଶ ଖେତ୍ରରେ କାମ କରିବା ପାଇଁ ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଏକ ଉତ୍ତମ ସୁଯୋଗ ଅଟେ। ଏହି ନିଯୁକ୍ତି ପ୍ରକ୍ରିୟା ଅଫଲାଇନ ମାଧ୍ୟମରେ ହେବ ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ନିଜ ଜିଲ୍ଲା ଅନୁଯାୟୀ ଖାଲି … Read more